ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ବସିବାଆଦି ନିମନ୍ତେ ସମତଳ ଏବଂ ପକ୍କା ଭୂମି
ଉଦାହରଣ : ଚଟାଣ ସଜାଇବାପାଇଁ ଆଜିକାଲି ସୁନ୍ଦର ସୁନ୍ଦର ଟାଇଲ୍ ମିଳୁଛି
ସମକକ୍ଷ : ଗୃହତଳ, ଘରତଳ
ଅନ୍ୟ ଭାଷାରେ ଅନୁବାଦ :हिन्दी
बैठने आदि के लिए समतल और पक्की भूमि।
ଅର୍ଥ : ଡଙ୍ଗାର ଚଟାଣ
ଉଦାହରଣ : ନାବିକ ଡଙ୍ଗାର ଚଟାଣ ଉପରେ ବସିବାପାଇଁ କେତେକ ଚୌକି ପକାଇଛି
नाव का फर्श।
ଅର୍ଥ : ଚୂନ,ସୁର୍କି ଆଦିରୁ ପ୍ରସ୍ତୁତ ଚଟାଣ
ଉଦାହରଣ : ପକ୍କାଚଟାଣ ଉପରେ ସୁନ୍ଦର ଫୁଲ ପଡ଼ିଛି
ସମକକ୍ଷ : ପକ୍କାଚଟାଣ
चूने, सीमेंट आदि से बना पक्का फर्श।
ସଂସ୍ଥାପନ କରନ୍ତୁ