ଅର୍ଥ : ଖାଦ୍ୟବସ୍ତୁ ସହିତ ଚାଟି ଖିଆହେଉଥିବା ଓଦାଳିଆ ରାଗମିଶା ଜିନିଷ ଯାହାକୁ ବାଟି ବା କୁଟିକରି ତିଆରି କରାଯାଇଥାଏ
ଉଦାହରଣ :
ମାଆ ଆଜି ଆମ୍ବ ଚଟଣି ତିଆରି କରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
खाद्य वस्तु के साथ चाटने की गीली चटपटी वस्तु जो पीसकर, मसलकर या कूचकर बनाई जाती है।
माँ आज आम की चटनी बना रही है।
चटनी