ଅର୍ଥ : ଅଠାଳିଆ ବା ଚଟଚଟିଆ ହେବାର ଅବସ୍ଥା ବା ଭାବ
ଉଦାହରଣ :
ଚିନିର ଶିରାରେ ଅଠାଳିଆ ଗୁଣ ଥାଏ
ସମକକ୍ଷ : ଅଠାଳିଆ ଗୁଣ, ଅଠାଳିଆପଣ
ଅନ୍ୟ ଭାଷାରେ ଅନୁବାଦ :
The property of being cohesive and sticky.
cohesiveness, glueyness, gluiness, gumminess, ropiness, tackiness, viscidity, viscidness