ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରାଣୀଙ୍କ ରୂପ, ବର୍ଣ୍ଣ, ବିସ୍ତାର ତଥା ଆକାରଆଦି ସଂପର୍କରେ ଜାଣୁଥିବା ଇନ୍ଦ୍ରିୟ
ଉଦାହରଣ : ମୋତିଆବିନ୍ଦୁ ଆଖି ପିତୁଳାରେ ହେଉଥିବା ଏକ ରୋଗ ସେହି ନବଯୁବତୀର ଆଖି ହରିଣୀର ଆଖି ପରି
ସମକକ୍ଷ : ଆଖି, ନୟନ, ଲୋଚନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह इंद्रिय जिससे प्राणियों को रूप, वर्ण, विस्तार तथा आकार का ज्ञान होता है।
The organ of sight.
ଅର୍ଥ : ଜଣେ ପୌରାଣିକ ଋଷି
ଉଦାହରଣ : ଋଗବେଦରେ ଚକ୍ଷୁଙ୍କ ବର୍ଣ୍ଣନା ମିଳେ
ସମକକ୍ଷ : ଚକ୍ଷୁ ଋଷି
एक पौराणिक ऋषि।
A mentor in spiritual and philosophical topics who is renowned for profound wisdom.
ସଂସ୍ଥାପନ କରନ୍ତୁ