ଅର୍ଥ : କୌଣସି ନୂଆ ବିଲକ୍ଷଣ ବା ଅସାଧାରଣ କଥା ଦେଖିକରି, ଶୁଣିକରି ବା ଧ୍ୟାନରେ ଆଣିବା ପରେ ମନରେ ସୃଷ୍ଟି ହେଉଥିବା ଭାବର ପ୍ରଦର୍ଶନ
ଉଦାହରଣ :
ସର୍କସରେ ନଟ ଓ ନଟୀମାନଙ୍କ ଖେଳ ଦେଖି ପିଲାମାନଙ୍କୁ ଆଶ୍ଚର୍ଯ୍ୟ ଲାଗିଲା
ସମକକ୍ଷ : ଆଶ୍ଚର୍ଯ୍ୟହେବା, ତାଜୁବହେବା, ବିସ୍ମୟହେବା
ଅନ୍ୟ ଭାଷାରେ ଅନୁବାଦ :
किसी नई, विलक्ष्ण या असाधारण बात को देखने, सुनने या ध्यान में आने पर मन में उठने वाला भाव, प्रदर्शित होना।
सर्कस में नट और नटी का खेल देखकर बच्चों को आश्चर्य हुआ।ଅର୍ଥ : ଭୟଆଦି କାରଣରୁ କିଂକର୍ତ୍ତବ୍ୟବିମୂଢ଼ ହେବା
ଉଦାହରଣ :
ଶିକ୍ଷକ ଶ୍ରେଣୀରେ ପ୍ରବେଶ କରିବା ମାତ୍ରେହିଁ ଦୁଷ୍ଟ ମନୋଜ ଶଙ୍କିଗଲା
ସମକକ୍ଷ : କାକୁସ୍ଥହେବା, ଘାବରେଇଯିବା, ଶଙ୍କିଯିବା
ଅନ୍ୟ ଭାଷାରେ ଅନୁବାଦ :
Be overcome by a sudden fear.
The students panicked when told that final exams were less than a week away.