ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଘେର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଘେର   ବିଶେଷ୍ୟ

ଅର୍ଥ : କୌଣସି ଜିନିଷକୁ ଚାରିଆଡ଼ୁ ଘେରିଥିବା କୌଣସି ରେଖା ବା କୌଣସି ଜିନିଷଆଦି

ଉଦାହରଣ : ସେ ଖେତର ଚାରିଆଡ଼େ ବାଡ଼ ବୁଜି ଦେଇଛି ଅବରୋଧ ଭାଙ୍ଗି ଚୋର ପରିସର ମଧ୍ୟକୁ ପଶି ଆସିଲା

ସମକକ୍ଷ : ଅବରୋଧ, ଗେରଦ, ଘେରଉ, ଘେରା, ପାଚେରୀ, ବାଡ଼, ହତା


ଅନ୍ୟ ଭାଷାରେ ଅନୁବାଦ :

किसी चीज़ को चारों ओर से घेरने वाली कोई चीज़।

उसने खेत के चारों ओर बाड़ लगा रखी है।
चोर बाड़ तोड़कर परिसर में घुस आए।
अवरोध, अवरोधन, आवरण, घिराव, घेर, घेरा, फेरा, बाड़, बारी, मुहासरा

A barrier that serves to enclose an area.

fence, fencing

ଅର୍ଥ : କାନ୍ଥଆଦି ଦ୍ୱାରା ଘେରା ହୋଇଥିବା ସ୍ଥାନ

ଉଦାହରଣ : ପିଲାମାନେ ହତାରେ ଖେଳୁଛନ୍ତି

ସମକକ୍ଷ : ଘେରଦ, ହତା


ଅନ୍ୟ ଭାଷାରେ ଅନୁବାଦ :

दीवार आदि से घिरा हुआ स्थान।

बच्चे अहाते में खेल रहे हैं।
अहाता, आवेष्ट, घेरा, बाड़ा, हाता

An enclosure of residences and other building (especially in the Orient).

compound

ଅର୍ଥ : ଚଡ଼ିଦାର ପାଇଜାମା ପିନ୍ଧିଲେ ନିମ୍ନ ଆଡ଼କୁ ହେଉଥିବା ଭାଙ୍ଗ ବା ଘେର

ଉଦାହରଣ : ଏହି ଚୁଡ଼ିଦାରରେ ଅଧିକ ଘେର ରହିଛି


ଅନ୍ୟ ଭାଷାରେ ଅନୁବାଦ :

चूड़ीदार पाजामा को पहनने पर नीचे की ओर बनने वाली सिकुड़न या घेर।

इस चूड़ीदार में अधिक चूड़ियाँ हैं।
चूड़ी

ଅର୍ଥ : ଯେଉଁ ମୋଟା କପଡ଼ାଦ୍ୱାରା କୌଣସି ସ୍ଥାନ ଆଦି ଘେରାଯାଏ

ଉଦାହରଣ : ତମ୍ବୁ ଚାରିପଟେ ଘେର ଲାଗିଛି

ସମକକ୍ଷ : କନାଟ


ଅନ୍ୟ ଭାଷାରେ ଅନୁବାଦ :

एक प्रकार का मोटा कपड़ा जिससे कोई स्थान आदि घेरते हैं।

तंबू के चारों ओर कनात लगी हुई है।
अवस्तार, कनात, जवनिका, यवनिका

A portable shelter (usually of canvas stretched over supporting poles and fastened to the ground with ropes and pegs).

He pitched his tent near the creek.
collapsible shelter, tent