ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଆଖି ବୁଜିହୋଇଆସିବାର କ୍ରିୟା ବା ଭାବ
ଉଦାହରଣ : ସେ ଚୌକି ଉପରେ ବସିବସି ଢୋଳେଇ ପଡ଼ୁଥିଲା
ସମକକ୍ଷ : ଢୋଳ, ତନ୍ଦ୍ରା
ଅନ୍ୟ ଭାଷାରେ ଅନୁବାଦ :हिन्दी
वह नींद जो पलकें गिरने से आरंभ होती है और कुछ ही क्षणों बाद पलकें खुल जाने के कारण टूट जाती है।
ଅର୍ଥ : ଯେଉଁ ଗୋଲାକାର ଘେରା ବା ବଡ଼ ପାତ୍ରରେ ଚାଷୀମାନେ ଶସ୍ୟ ରଖନ୍ତି
ଉଦାହରଣ : ଚାଷୀ ଘୁମରୁ ଶସ୍ୟ ବାହାର କରୁଛି
ସମକକ୍ଷ : ଘମ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह गोल घेरा या बड़ा पात्र जिसमें किसान अन्न रखते हैं।
A storehouse for threshed grain or animal feed.
ସଂସ୍ଥାପନ କରନ୍ତୁ