ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁଥିରେ ଘୁଙ୍ଗୁର ଲାଗିଛି
ଉଦାହରଣ : ମୀରା ଘୁଙ୍ଗୁରଲଗା ଅଳଙ୍କାର ପିନ୍ଧିବାକୁ ପସନ୍ଦ କରେ
ସମକକ୍ଷ : ଘୁଙ୍ଗୁରଯୁକ୍ତ, ଘୁଙ୍ଗୁରିଆ
ଅନ୍ୟ ଭାଷାରେ ଅନୁବାଦ :हिन्दी
जिसमें घुँघरू लगे हों।
ସଂସ୍ଥାପନ କରନ୍ତୁ