ଅର୍ଥ : ଫଳିତ ଜ୍ୟୋତିଷ ଅନୁସାରେ ଯେଉଁ ଯୋଗର ଫଳ ସ୍ବରୂପ ମଣିଷ ମରି ଯାଇପାରେ
ଉଦାହରଣ :
ପିଲାଟିର କୁଣ୍ଡଳୀରେ ଘାତକ ଯୋଗ ଅଛି,ତେଣୁ ଆପଣ ନିଜ ଝିଅର ବାହାଘର ତା ସହିତ କରନ୍ତୁ ନାହିଁ
ସମକକ୍ଷ :
ଘାତ ଯୋଗ
ଅନ୍ୟ ଭାଷାରେ ଅନୁବାଦ :
फलित ज्योतिष के अनुसार वह योग जिसके फलस्वरूप आदमी मर सकता हो।
लड़के के कुंडली में घातक योग है अतः आप अपनी लड़की का विवाह इनसे न करिए।
घातक,
घातक योग,
घातकी,
घातकी योग