ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : କୌଣସି ବସ୍ତୁର ଏକ ପାର୍ଶ୍ୱ ବା ଅଂଶସହିତ ଅନ୍ୟ ଏକ ବସ୍ତୁର କୌଣସି ପାର୍ଶ୍ୱ ଘଷି ହେବାର ପ୍ରକ୍ରିୟା
ଉଦାହରଣ : ଗଛଗୁଡ଼ିକ ମଧ୍ୟରେ ଘର୍ଷଣ ହେଲେ ଜଙ୍ଗଲରେ ନିଆଁ ଲାଗିଯାଏ
ସମକକ୍ଷ : ରଗଡ଼, ସଂଘର୍ଷଣ
ଅନ୍ୟ ଭାଷାରେ ଅନୁବାଦ :हिन्दी English
किसी वस्तु के एक पार्श्व या अंग से दूसरी वस्तु के किसी पार्श्व या अंग के रगड़ खाने की क्रिया।
Effort expended in moving one object over another with pressure.
ଅର୍ଥ : ମନ୍ଥିବାର କ୍ରିୟା
ଉଦାହରଣ : ଦହି ମନ୍ଥିଲେ ଲହୁଣି ମିଳେ
ସମକକ୍ଷ : ମନ୍ଥନ
ଅନ୍ୟ ଭାଷାରେ ଅନୁବାଦ :हिन्दी
मथने की क्रिया।
ଅର୍ଥ : ରଗଡିବା ବା ଘଷିବା କ୍ରିୟା
ଉଦାହରଣ : ଊଷା ପାତ୍ରଟିକୁ ଘର୍ଷଣ କରି ଖାଦ୍ୟର ପୋଡି ଯାଇଥିବା ଆଂଶକୁ ବାହାର କରିବାକୁ ଚେଷ୍ଟା କରୁଛି
ସମକକ୍ଷ : ଅବଘର୍ଷଣ, ଘଷାମଜା, ରଗଡିବା
रगड़ने या घिसने की क्रिया।
The act of rubbing or wiping.
ସଂସ୍ଥାପନ କରନ୍ତୁ