ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗ୍ରୀସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗ୍ରୀସ   ବିଶେଷ୍ୟ

ଅର୍ଥ : ଯନ୍ତ୍ରର କୌଣସି ଏକ ବିଶେଷ ଭାଗକୁ ଚିକ୍କଣ କରିବାଲାଗି ଉପଯୋଗ ହେଉଥିବା ଗୋଟିଏ ପ୍ରକାରର ଚିକ୍କଣ-ବହଳିଆତେଲ

ଉଦାହରଣ : ଚକ୍ରରେ ଢଳାଯାଇଥିବା ଗ୍ରୀସ ଶୁଖିଗଲାଣି


ଅନ୍ୟ ଭାଷାରେ ଅନୁବାଦ :

एक प्रकार का चिकना,बहुत गाढ़ा तेल जिसका उपयोग यंत्र के किसी भाग को चिकना करने के लिए किया जाता है।

धुरे में डाला गया ग्रीस सूख गया है।
ग्रीस

A thick fatty oil (especially one used to lubricate machinery).

grease, lubricating oil

ଅର୍ଥ : ଦକ୍ଷିଣ-ପୂର୍ବ ୟୂରୋପର ଏକ ଦେଶ

ଉଦାହରଣ : ୟୂନାନର ରାଜଧାନୀ ଏଥେନ୍ସ

ସମକକ୍ଷ : ଗ୍ରୀସ ଦେଶ, ୟୂନାନ


ଅନ୍ୟ ଭାଷାରେ ଅନୁବାଦ :

दक्षिण-पूर्वी यूरोप का एक देश।

यूनान की राजधानी एथेंस है।
ग्रीस, ग्रीस देश, यूनान

A republic in southeastern Europe on the southern part of the Balkan peninsula. Known for grapes and olives and olive oil.

ellas, greece, hellenic republic