ଅର୍ଥ : କାହାରିକୁ ମାରିବା ନିମନ୍ତେ ତା ଉପରକୁ ଫୋପଡ଼ା ଯାଉଥିବା ବିସ୍ପୋଟକ ପଦାର୍ଥର ବଡ଼ ଗୋଳା
ଉଦାହରଣ :
ବମ୍ ମାନବ ସମାଜ ନିମନ୍ତେ ବହୁତ କ୍ଷତିକାରକ
ଅନ୍ୟ ଭାଷାରେ ଅନୁବାଦ :
An explosive device fused to explode under specific conditions.
bombଅର୍ଥ : କିଛି ବିଶେଷ ପ୍ରକାରର ଘାସ, ତୃଣ, ପତ୍ରସବୁ, ବାଉଁଶ ଆଦିରୁ ପ୍ରସ୍ତୁତ କରାଯାଉଥିବା ଗୋଲା ଯେଉଁଥିରୁ କାଗଜ ତିଆରି ହୁଏ
ଉଦାହରଣ :
ତାଙ୍କର ମଣ୍ଡ ତିଆରିକରୁଥିବା କାରଖାନା ବନ୍ଦ ହୋଇଗଲା
ସମକକ୍ଷ : ମଣ୍ଡ
ଅନ୍ୟ ଭାଷାରେ ଅନୁବାଦ :
कुछ विशेष प्रकार की घासों, टहनियों, पत्तियों, बाँसों आदि से तैयार किया हुआ वह गूदा जिससे कागज बनाया जाता है।
उनका लुगदी बनाने का कारख़ाना बंद हो गया है।Wood that has been ground to a pulp. Used in making cellulose products (as rayon or paper).
wood pulp