ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଗାଈ, ମଇଁଷିଆଦିର ମଳ ବା ବିଷ୍ଠା
ଉଦାହରଣ : ସେ ଗୋବରରେ ଖଳା ଲିପୁଛି
ସମକକ୍ଷ : ଭୂମିଲେପ
ଅନ୍ୟ ଭାଷାରେ ଅନୁବାଦ :हिन्दी English
गाय, भैंस आदि का मल या विष्ठा।
Fecal matter of animals.
ଅର୍ଥ : ଗାଈର ମଳ ବା ବିଷ୍ଠା
ଉଦାହରଣ : ହିନ୍ଦୁ ଧାର୍ମିକ ଅନୁଷ୍ଠାନରେ ଗୋବରର ଆବଶ୍ୟକତା ପଡ଼ିଥାଏ
ସମକକ୍ଷ : ଗୋମୟ
गाय का मल या विष्ठा जिसे हिंदुओं में पवित्र माना जाता है।
Fecal matter of a cow.
ଅର୍ଥ : ଘୋଡ଼ା,ଗଧ,ଓଟ,ହାତୀ ଆଦି ପଶୁମାନଙ୍କ ମଳ
ଉଦାହରଣ : ଗୋବର ଖତ ତିଆରି କରିବା କାମରେ ଆସେ
ସମକକ୍ଷ : ପଶୁମଳ
घोड़े,गधे,ऊँट,हाथी आदि पशुओं का मल।
ସଂସ୍ଥାପନ କରନ୍ତୁ