ଅର୍ଥ : ଏକାଠି ହୋଇ ରହୁଥିବା ଗୋଟିଏ ଜଙ୍ଗଲୀ ସ୍ତନ୍ୟପାୟୀ ଜାତିର ଦଳ
ଉଦାହରଣ :
ହରିଣଦଳରୁ ଅଲଗା ହୋଇଯାଇଥିବା ଶାବକକୁ ହେଟାବାଘ ମାଡ଼ିବସିଲା
ଅନ୍ୟ ଭାଷାରେ ଅନୁବାଦ :
A group of wild mammals of one species that remain together: antelope or elephants or seals or whales or zebra.
herdଅର୍ଥ : ପଶୁଗୁଡ଼ିକର ପଲ
ଉଦାହରଣ :
ଜଙ୍ଗଲରେ ଗୋରୁପଲ ଚରୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
चौपायों का झुंड।
जंगल में गायों की रास चर रही है।A group of animals.
animal groupଅର୍ଥ : ଗାଈ ବା ମଇଁଷି ରଖିବା ସ୍ଥାନ
ଉଦାହରଣ :
ସେ ପ୍ରତିଦିନ ଗୋଠରୁ ତାଜା କ୍ଷୀର ଆଣେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ସ୍ଥାନରେ ଉପସ୍ଥିତ ବା ଏକରୁ ଅଧିକ ଲୋକ, ପଶୁ ଯାହାଙ୍କୁ ଏକ ଏକକ ରୂପେ ଗ୍ରହଣ କରାଯାଏ
ଉଦାହରଣ :
ଚାଷଜମିକୁ ପଶୁଗୋଠ ନଷ୍ଟଭ୍ରଷ୍ଟ କରିଦେଉଛି
ସମକକ୍ଷ : ଗଣ, ଦଳ, ପଲ, ବୃନ୍ଦ, ଯୂଥ, ସମୁଦାୟ, ସମୂହ
ଅନ୍ୟ ଭାଷାରେ ଅନୁବାଦ :
एक स्थान पर उपस्थित एक से अधिक मनुष्य, पशु आदि जो एक इकाई के रूप में माने जाएँ।
खेतों को पशुओं का समुदाय तहस-नहस कर रहा है।A large indefinite number.
A battalion of ants.