ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୋଇନ୍ଦାଗିରି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୋଇନ୍ଦାଗିରି   ବିଶେଷ୍ୟ

ଅର୍ଥ : ଗୋଇନ୍ଦା କାମ

ଉଦାହରଣ : ଗୋଇନ୍ଦାର ଗୋଇନ୍ଦାଗିରି ଫଳପ୍ରଦ ହେବାରୁ ହତ୍ୟାକାରୀ ଧରାପଡ଼ିଲା

ସମକକ୍ଷ : ଗୋଏନ୍ଦାଗିରି


ଅନ୍ୟ ଭାଷାରେ ଅନୁବାଦ :

जासूस का काम।

जासूस की जासूसी रंग लाई और कातिल पकड़ा गया।
जासूसी, मुखबिरी, मुख़बिरी

The act of detecting something. Catching sight of something.

catching, detection, espial, spotting, spying

ଗୋଇନ୍ଦାଗିରି   ବିଶେଷଣ

ଅର୍ଥ : ଯାହା ଗୁପ୍ତଚର ସହିତ ସମ୍ବନ୍ଧିତ ବା ଯାହା ଗୁପ୍ତଚରର

ଉଦାହରଣ : ମୁଁ ଗୋଇନ୍ଦାଗିରି କାହାଣୀ ପଢ଼ିବାକୁ ପସନ୍ଦ କରେ


ଅନ୍ୟ ଭାଷାରେ ଅନୁବାଦ :

जो जासूस से सम्बंधित हो या जासूस का।

मैं जासूसी कहानियाँ पढ़ना पसंद करता हूँ।
जासूसी