ଅର୍ଥ : ବେସନ, ପିଠଉ ଆଦିରେ ପ୍ରସ୍ତୁତ ଗୋଲ ଗୁଳା
ଉଦାହରଣ :
ଭାଉଜ କଡ଼ିରେ ପକାଇବା ଲାଗି ଗୁଳା ତିଆରି କରୁଛନ୍ତି
ସମକକ୍ଷ : ବଡ଼ି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରୁଟି ତିଆରି କରିବାପାଇଁ ଚକଟା ଅଟାର ଛୋଟ ଅଂଶ
ଉଦାହରଣ :
ମାଆ ପୁରି ତିଆରି କରିବାପାଇଁ ଛୋଟ ଛୋଟ ଗୁଳା କରୁଛି
ଅନ୍ୟ ଭାଷାରେ ଅନୁବାଦ :
गुँधे हुए आटे का छोटा टुकड़ा जिसे बेलकर रोटी बनाई जाती है।
माँ पूरी बनाने के लिए छोटी-छोटी लोई काट रही है।