ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁରୁତ୍ୱପୂର୍ଣ୍ଣ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ଯାହାର ମହତ୍ତ୍ୱ ଆଦି ଅଧିକ ବା ଯେଉଁଥିରେ ଗୁରୁତ୍ୱ ରହିଛି

ଉଦାହରଣ : ଆମକଥାଠାରୁ ଗୁରୁଜୀଙ୍କ କଥା ଗୁରୁତ୍ୱପୂର୍ଣ୍ଣ

ସମକକ୍ଷ : ଓଜନିଆ, ଭାରୀ


ଅନ୍ୟ ଭାଷାରେ ଅନୁବାଦ :

जिसका महत्त्व आदि अधिक हो या जिसमें गुरुता हो।

हमारी बात से गुरुजी की बात भारी है।
भारी, वजनदार, वजनी

ଅର୍ଥ : ଯାହା ସାମାନ୍ୟ ନୁହେଁ

ଉଦାହରଣ : ମୋହନ ଅସାମାନ୍ୟ ରୋଗରେ ପୀଡ଼ିତକୌଣସି ଅସାମାନ୍ୟ କଥା ଅଛିତ ମୋତେ କୁହ

ସମକକ୍ଷ : ଅସାଧାରଣ, ଅସାମାନ୍ୟ, ଖାସ୍‌, ବିଶେଷ, ସ୍ପେସାଲ୍‌


ଅନ୍ୟ ଭାଷାରେ ଅନୁବାଦ :

जो सामान्य न हो।

मोहन असामान्य रोग से पीड़ित है।
कोई असामान्य बात हो तो मुझे भी बताओ।
अपसामान्य, असाधारण, असामान्य, ऐसा-वैसा, ख़ास, ख़ासा, खास, खासा, ग़ैरमामूली, गैरमामूली, विशेष, स्पेशल