ଅର୍ଥ : ଖଜଣା ନଦେବାରୁ ଫସଲ କଟାକୁ ରୋକିବା ପାଇଁ ଜମିଦାରଙ୍କ ତରଫରୁ ଆସିଥିବା ବ୍ୟକ୍ତି
ଉଦାହରଣ :
କୃଷକ ଗୁମାସ୍ତାକୁ ଖୁବ୍ ପିଟିଛି
ଅନ୍ୟ ଭାଷାରେ ଅନୁବାଦ :
लगान न देने पर जमींदार की ओर से फसल काटने से रोकने के लिए बैठाया गया व्यक्ति।
किसान ने अहिटा की जमकर पिटाई की।