ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁପ୍ତି ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁପ୍ତି   ବିଶେଷ୍ୟ

ଅର୍ଥ : ଯେଉଁ ବାଡି ଭିତରେ ପତଳା ମୁନିଆ‌ ଛୁରି ବା ସରୁଆ ଖଣ୍ଡା ଲୁକ୍କାୟିତ ଭାବେ ରହିଥାଏ

ଉଦାହରଣ : ଆମେ ଯାହାକୁ ବାଡ଼ି ବୋଲି ଭାବୁଥିଲୁ ତାହା ଗୁପ୍ତି ଥିଲା


ଅନ୍ୟ ଭାଷାରେ ଅନୁବାଦ :

वह छड़ी जिसमें किरच या पतली तलवार छिपी हो।

हम जिसे छड़ी समझ रहे थे वह गुप्ती निकली।
गुप्ती

A cane concealing a sword or dagger.

sword cane, sword stick