ଅର୍ଥ : ଖ୍ରୀଷ୍ଟଧର୍ମରେ ପବିତ୍ର ବୋଲି ଗ୍ରହଣ କରାଯାଉଥିବା ଯେଉଁ ଶୁକ୍ରବାରଦିନ ଯୀଶୁଖ୍ରୀଷ୍ଟ ଶୂଳିରେ ଚଢ଼ିଥିଲେ
ଉଦାହରଣ :
ଗୁଡ୍ ଫ୍ରାଇଡ଼େଦିନ ଖ୍ରୀଷ୍ଟିଆନ ଲୋକମାନେ ଚର୍ଚ୍ଚରେ ଏକତ୍ରିତ ହୋଇ ଯୀଶୁଖ୍ରୀଷ୍ଟଙ୍କ ଗୁଣଗାନ କରନ୍ତି
ଅନ୍ୟ ଭାଷାରେ ଅନୁବାଦ :
ईसाई धर्म में पवित्र माना जानेवाला वह शुक्रवार जिस दिन ईसामसीह सूली पर चढ़े थे।
गुड फ्राइडे के दिन ईसाई लोग चर्च में एकत्रित होकर ईसामसीह का गुणगान करते हैं।Friday before Easter.
good friday