ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଡୁଗୁଡୁ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଡୁଗୁଡୁ   ବିଶେଷ୍ୟ

ଅର୍ଥ : ଗୁଡୁଗୁଡୁ ଶବ୍ଦ ହେବାର ପ୍ରକ୍ରିୟା ବା ଭାବ

ଉଦାହରଣ : ପେଟ ଗୁଡୁଗୁଡୁଯୋଗୁଁ ମୁଁ ରାତିସାରା ଶୋଇପାରିଲି ନାହିଁ


ଅନ୍ୟ ଭାଷାରେ ଅନୁବାଦ :

गुड़गुड़ शब्द होने की क्रिया या भाव।

पेट की गुड़गुड़ाहट ने मुझे रातभर सोने नहीं दिया।
गुड़गुड़ाहट

ଅର୍ଥ : ବେଗପୂର୍ବକ ଜଳ ମଧ୍ୟଦେଇ ବାୟୁ ବାହାରକୁ ବାହାରିବାଦ୍ବାରା ଉତ୍ପନ୍ନ ହେଉଥିବା ଶବ୍ଦ

ଉଦାହରଣ : ତାଙ୍କ ହୁକ୍‌କାର ଗୁଡୁଗୁଡୁ ଶବ୍ଦ କେବେ ବି ବନ୍ଦ ହୁଏନାହିଁ

ସମକକ୍ଷ : ଘୁଡୁଘୁଡୁ


ଅନ୍ୟ ଭାଷାରେ ଅନୁବାଦ :

वेगपूर्वक जल में से होकर वायु के बाहर निकलने पर होने वाला शब्द।

उनके हुक्के की गुड़गुड़ कभी बंद ही नहीं होती!।
गुड़गुड़