ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଞ୍ଜରିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଞ୍ଜରିତ   ବିଶେଷଣ

ଅର୍ଥ : ଗୁଞ୍ଜନ ହେଉଥିବା

ଉଦାହରଣ : ଗାୟକମାନଙ୍କ ସ୍ୱରରେ ଗୁଞ୍ଜରିତ ଭବନରେ ସମସ୍ତେ ଶାନ୍ତ ଭାବରେ ବସିଥିଲେ


ଅନ୍ୟ ଭାଷାରେ ଅନୁବାଦ :

गूँजता हुआ।

गायकों के स्वरों से गुंजित भवन में सभी शांत बैठे थे।
गुंजित, गुञ्जित, स्वरित

ଅର୍ଥ : ଭଅଁରର ଗୁଞ୍ଜନ ସହିତ

ଉଦାହରଣ : ସେମାନେ ଗୁଞ୍ଜରିତ କୁଞ୍ଜର ଶୋଭା ଅବଲୋକନ କରୁଥିଲେ


ଅନ୍ୟ ଭାଷାରେ ଅନୁବାଦ :

भौंरों के गुंजार से युक्त।

वे गुंजित कुंज की शोभा निहार रहे थे।
गुंजित, गुञ्जित

ଅର୍ଥ : ଯାହା ଗୁଞ୍ଜରିତ ହୁଏ

ଉଦାହରଣ : ପ୍ରତିଧ୍ୱନିତ ଶଙ୍ଖର ଶବ୍ଦ ଚାରିଆଡ଼େ ଖେଳିଗଲା

ସମକକ୍ଷ : ନିନାଦିତ, ପ୍ରତିଧ୍ୱନିତ


ଅନ୍ୟ ଭାଷାରେ ଅନୁବାଦ :

गूँजा हुआ।

शंख का प्रतिध्वनित स्वर चारों ओर फैल गया।
अनुनादित, गुंजरित, गुंजायमान, प्रतिध्वनित