ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗୁଗୁଲ୍‌ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗୁଗୁଲ୍‌   ବିଶେଷ୍ୟ

ଅର୍ଥ : ବ୍ୟାପକ ରୂପେ ବ୍ୟବହୃତ ହେଉଥିବା ଗୋଟିଏ ଅନ୍ବେଷଣକାରୀ ଯନ୍ତ୍ର ଯାହା ଉପଯୋଗ କର୍ତ୍ତାର ଅନ୍ବେଷଣରେ ସମ୍ବନ୍ଧଯୁକ୍ତ ତଥା ମହତ୍ତ୍ବପୂର୍ଣ୍ଣ ୱେବ୍ ପେଜ୍(ଅନ୍ତର୍ଜାଲ ପୃଷ୍ଠା) ଖୋଜିବା ପାଇଁ ଟେକ୍ସେଟ୍ ମେସିନ୍ ଟେକ୍‌ନିକ୍‌ର ଉପଯୋଗ କରେ

ଉଦାହରଣ : ଗୁଗୁଲ୍‌ ଆମର କାମରେ ଅତ୍ୟଧିକ ସହାୟତା କରେ


ଅନ୍ୟ ଭାଷାରେ ଅନୁବାଦ :

व्यापक रूप से प्रयुक्त एक खोज इंजन जो उपयोगकर्ता की खोज से सम्बद्ध तथा महत्वपूर्ण वेब पेजों को ढूँढने के लिए टेक्स्ट मशीन तकनीक का उपयोग करता है।

गूगल हमारे काम में अत्यधिक सहायता करता है।
गूगल

A widely used search engine that uses text-matching techniques to find web pages that are important and relevant to a user's search.

google