ଅର୍ଥ : ଖାଇବା ପିଇବା ଜିନିଷ ଅଧିକ ମାତ୍ରାରେ ଖାଇବା ଓ ପିଇବା
ଉଦାହରଣ :
ଭାନୁ ଦୋକାନରେ ରସଗୋଲା ଗିଳୁଛି
ସମକକ୍ଷ : ଗେଫିବା, ଗ୍ରାସକରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁ ଭୋଜନନଳିଦ୍ୱାରା ଗଳାର ତଳକୁ ଖସିବା
ଉଦାହରଣ :
ସାପ ବେଙ୍ଗକୁ ଗିଳିଦେଲା
ସମକକ୍ଷ : ଢୋକିବା
ଅନ୍ୟ ଭାଷାରେ ଅନୁବାଦ :