ଅର୍ଥ : ବେଇଜ୍ଜତ କରିବା
ଉଦାହରଣ :
ସେ ତା ଶଳାକୁ ବହୁତ ଗାଳି ଦେଲା
ସମକକ୍ଷ : ଅପମାନ କରିବା, ନିନ୍ଦା କରିବା, ବେଜିତ୍ କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ତିରସ୍କାରପୂର୍ବକ ନିଜ ପାଖରୁ ହଟାଇବା
ଉଦାହରଣ :
ସେ ଭିକାରୀକୁ ତିରସ୍କାର କଲା
ସମକକ୍ଷ : ତିରସ୍କାର କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କାହା ପ୍ରତି ଖରାପ ଶବ୍ଦ ବ୍ୟବହାର କରିବା
ଉଦାହରଣ :
ସେ ଅଧ ଘଣ୍ଟା ହେଲାଣି ଗାଳି ଦେଇ ଚାଲିଛି
ସମକକ୍ଷ : ଖରାପ ଶବ୍ଦ କହିବା, ବକିବା
ଅନ୍ୟ ଭାଷାରେ ଅନୁବାଦ :
Use foul or abusive language towards.
The actress abused the policeman who gave her a parking ticket.