ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଲିଚା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଲିଚା   ବିଶେଷ୍ୟ

ଅର୍ଥ : ଚଟାଣ ଉପରେ ବିଛା ଯାଉଥିବା ରଙ୍ଗୀନ ଓ କାରୁକାର୍ଯ୍ୟଯୁକ୍ତ ଚାଦର

ଉଦାହରଣ : ତାଙ୍କ ଶୟନକକ୍ଷରେ ଗାଲିଚା ବିଛା ଯାଇଛି


ଅନ୍ୟ ଭାଷାରେ ଅନୁବାଦ :

फर्श पर बिछाने की रंगीन और बूटेदार चादर।

उसके शयनकक्ष में जाजिम बिछी हुई है।
ज़ाजिम, जाजम, जाजिम

ଅର୍ଥ : ବୁଣାବେଳେ ଏମ୍ବ୍ରୋଡ଼ରୀ କରାଯାଇଥିବା ଗୋଟିଏ ପ୍ରକାର ମୋଟା ବିଛଣା

ଉଦାହରଣ : ଏହା ବହୁତ ଦାମୀ ଗାଲିଚା


ଅନ୍ୟ ଭାଷାରେ ଅନୁବାଦ :

एक प्रकार का मोटा बिछावन जिसकी बुनावट में बेल-बूटे बने रहते हैं।

यह बहुत ही कीमती कालीन है।
क़ालीन, कालीन, गलीचा, गलैचा, ग़ालीचा, गालीचा, दुलीचा

Floor covering consisting of a piece of thick heavy fabric (usually with nap or pile).

carpet, carpeting, rug