ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଲମୁଛା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଲମୁଛା   ବିଶେଷ୍ୟ

ଅର୍ଥ : କାନମୁଣ୍ଡା ପାଖର ଯେଉଁ ସ୍ଥାନରୁ ଗାଲ ପର୍ଯ୍ୟନ୍ତ ବାଳ ରହିଥାଏ

ଉଦାହରଣ : ବାଳ କାଟିବା ସମୟରେ ଗାଲମୁଛାର ବାଳ ଛୋଟ କରେଇଦେବ


ଅନ୍ୟ ଭାଷାରେ ଅନୁବାଦ :

कनपटी के पास का वह स्थान जिस पर गाल की ओर कुछ दूर तक बाल रहते हैं।

बाल बनवाते समय कलम के बाल छोटे करा लेना।
कलम, क़लम