ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପାଣିରେ ବୁଡି ଗାଧୋଉଥିବା ଲୋକ
ଉଦାହରଣ : ଋଷି ପ୍ରାତଃକାଳୀନ ସ୍ନାନ ନିମନ୍ତେ ନଦୀକୁ ଯାଉଥିଲେ
ସମକକ୍ଷ : ଅବଗାହାନ, ସ୍ନାନ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जल में घुसकर किया जानेवाला स्नान।
Immersing the body in water or sunshine.
ଅର୍ଥ : କୌଣସି ତରଳ ପଦାର୍ଥ ସାହାଯ୍ୟରେ ସାରା ଶରୀର ଓଦା ହେବା
ଉଦାହରଣ : ତମେତ ଝାଳରେ ଗାଧୋଇ ପଡ଼ିଲଣି!
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी तरल पदार्थ से सारे शरीर का तर होना।
ସଂସ୍ଥାପନ କରନ୍ତୁ