ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗାଧୁଆ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗାଧୁଆ   ବିଶେଷ୍ୟ

ଅର୍ଥ : ଜଳରେ ଭିଜାଇବା ବା ଶରୀରକୁ ଖରାରୁ ରକ୍ଷା କରିବାର କ୍ରିୟା

ଉଦାହରଣ : ସ୍ନାନରେ କେତେକ ରୋଗଜୀବାଣୁ ଦୂର ହୋଇଥାନ୍ତି

ସମକକ୍ଷ : ସ୍ନାନ


ଅନ୍ୟ ଭାଷାରେ ଅନୁବାଦ :

जल से भिगोने या शरीर को धूप में सेंकने की क्रिया।

स्नान से कुछ रोगाणु दूर हो जाते हैं।
अस्नान, नहान, स्नान

Immersing the body in water or sunshine.

bathing

ଅର୍ଥ : ସଫା ଓ ଥଣ୍ଡାରଖିବାପାଇଁ ସାରା ଶରୀରକୁ ଜଳରେ ଧୋଇବା କାର୍ଯ୍ୟ

ଉଦାହରଣ : ସନ୍ଥମାନେ ସ୍ନାନ କଲାପରେ ପୂଜାପାଠ କରନ୍ତି

ସମକକ୍ଷ : ଗାଧୁଆପାଧୁଆ, ସ୍ନାନ


ଅନ୍ୟ ଭାଷାରେ ଅନୁବାଦ :

स्वच्छ या शीतल करने के लिए सारा शरीर जल से धोने का कार्य।

संत लोग स्नान के बाद पूजा पाठ करते हैं।
अवभास, असनान, अस्नान, जल स्नान, जल-स्नान, नहान, मज्जन, विधु, स्नान

The act of washing yourself (or another person).

bathing, washup

ଗାଧୁଆ   ବିଶେଷଣ

ଅର୍ଥ : ଯେଉଁଥିରେ ସ୍ନାନ କରାଯାଇଛି

ଉଦାହରଣ : ଗାଧୁଆ ପାଣି ଦୂଷିତ ହେବାର ଆଶଙ୍କା ଅଛି


ଅନ୍ୟ ଭାଷାରେ ଅନୁବାଦ :

जिसमें स्नान किया गया हो।

अवगाहित जल के दूषित होने की आशंका है।
अवगाहित

ଅର୍ଥ : ଯେ ଗାଧୋଇଛି

ଉଦାହରଣ : ଗାଧୋଇଥିବା ବ୍ୟକ୍ତି ରଙ୍ଗ ଖେଳିବା ପାଇଁ ଅନିଚ୍ଛା ପ୍ରକାଶ କରୁଥିଲା

ସମକକ୍ଷ : ଗାଧୋଇଥିବା, ସ୍ନାତ


ଅନ୍ୟ ଭାଷାରେ ଅନୁବାଦ :

जिसने स्नान किया हो।

स्नात व्यक्ति रंग खेलने से कतरा रहा था।
अवगाहित, अवस्कंदित, अवस्कन्दित, आप्लावित, आप्लुत, नहाया हुआ, निमज्जित, स्नात