ଅର୍ଥ : ଚକି ଆଦିରେ ପେଷିବା ସମୟରେ ଖାଦ୍ୟଶସ୍ୟ ଭର୍ତ୍ତି କରିବାପାଇଁ ହୋଇଥିବା ଛିଦ୍ର
ଉଦାହରଣ :
ଏହି ଘୋରଣା ଗାତ ଭାରି ଚଉଡ଼ା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଭବନର ମହଲା ମଧ୍ୟ ଦେଇ ରହିଥିବା ଖାଲିସ୍ଥାନ
ଉଦାହରଣ :
ଶିଡ଼ି ତିଆରି କରିବାପାଇଁ ନୂଆ ଭବନରେ ଗାତ ଛଡ଼ାଯାଇଛି
ଅନ୍ୟ ଭାଷାରେ ଅନୁବାଦ :
An open shaft through the floors of a building (as for a stairway).
wellଅର୍ଥ : ଗଭୀର ତଳ ବା ସ୍ଥାନ
ଉଦାହରଣ :
ଜଣେ ଅନ୍ଧ ବ୍ୟକ୍ତି ଗାତରେ ପଡ଼ିଗଲା
ଅନ୍ୟ ଭାଷାରେ ଅନୁବାଦ :