ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଳିତ କୁଷ୍ଠ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଳିତ କୁଷ୍ଠ   ବିଶେଷ୍ୟ

ଅର୍ଥ : ରକ୍ତ ଓ ଚର୍ମର ଯେଉଁ ରୋଗହେତୁ କୌଣସି ଅଙ୍ଗ କ୍ଷୟ ହୋଇ ଅଲଗା ହୋଇଯାଏ

ଉଦାହରଣ : ଗଳିତ କୁଷ୍ଠ ଯୋଗୁଁ ରୋଗୀଟିର ଆଙ୍ଗୁଠି ନଷ୍ଟ ହୋଇଯାଇଥିଲା


ଅନ୍ୟ ଭାଷାରେ ଅନୁବାଦ :

रक्त और त्वचा का एक रोग जिसमें अंग गलकर गिरने लगते हैं।

गलित कुष्ठ के कारण उनके हाथ की उँगलियाँ गल गई हैं।
गलित कुष्ठ