ଅର୍ଥ : ଚତୁଷ୍ପଦୀଙ୍କୁ ହେଉଥିବା ଗୋଟିଏ ରୋଗ
ଉଦାହରଣ :
ଏହି ବଳଦକୁ ଗଳଗଣ୍ଡ ହୋଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଘଣ୍ଟିକା ଫୁଲିବାର ଏକ ରୋଗ
ଉଦାହରଣ :
ଆୟୋଡ଼ିନ ଅଭାବରୁ ଗଳଗଣ୍ଡ ରୋଗ ହୁଏ
ଅନ୍ୟ ଭାଷାରେ ଅନୁବାଦ :
Abnormally enlarged thyroid gland. Can result from underproduction or overproduction of hormone or from a deficiency of iodine in the diet.
goiter, goitre, struma, thyromegalyଅର୍ଥ : ଗଳାରେ ହେଉଥିବା ଏକ ଭୟଙ୍କର ରୋଗ
ଉଦାହରଣ :
ବେଳେବେଳେ ଗଳଗଣ୍ଡରେ ଶ୍ୱାସରୁଦ୍ଧଯୋଗୁଁ ରୋଗୀ ମରିଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗଳାରେ ଗଣ୍ଠି ହେବାର ଏକ ରୋଗ
ଉଦାହରଣ :
ଡାକ୍ତର ଗଳଗଣ୍ଡର ଚିକିତ୍ସାପାଇଁ ଅପରେସନ କରିବାକୁ କହିଲେ
ଅନ୍ୟ ଭାଷାରେ ଅନୁବାଦ :