ଅର୍ଥ : ଘର, ଗାଡ଼ି, ଜାହାଜ ଆଦିର ପାଚେରୀ ବା ଛାତ ଉପରେ ପବନ ତଥା ଆଲୋକ ଆସିବା ନିମନ୍ତେ ତିଆରି ହୋଇଥିବା ଖୋଲା ଅଂଶକୁ ଖୋଲିବା ତଥା ବନ୍ଦ କରିବା ନିମନ୍ତେ ତିଆରି ହୋଇଥିବା କାଠ ବା ଧାତୁର ସଂରଚନା ଯେଉଁଥିରେ କାଚ ଆଦି ଲାଗିଥାଏ
ଉଦାହରଣ :
କେହି କାରର ଝରକା କାଚକୁ ଭାଙ୍ଗି ଦେଇଛି
ସମକକ୍ଷ : ଝରକା
ଅନ୍ୟ ଭାଷାରେ ଅନୁବାଦ :
घर, गाड़ी, जहाज आदि की दीवारों या छतों पर हवा तथा प्रकाश आने के लिए बनाए गए खुले भाग को खोलने तथा बंद करने के लिए बनी लकड़ी या धातु की संरचना जिसमें काँच आदि लगे होते हैं।
किसी ने कार की खिड़की का काँच तोड़ दिया है।A framework of wood or metal that contains a glass windowpane and is built into a wall or roof to admit light or air.
windowଅର୍ଥ : ପବନ ଓ ଆଲୋକ ଆସିବା ନିମନ୍ତେ କାନ୍ଥରେ ତିଆରି ହୋଇଥିବା ଜାଲିଯୁକ୍ତ ବଡ କଣା
ଉଦାହରଣ :
ଘରକୁ ବାୟୁଯୁକ୍ତ କରିବାପାଇଁ ସେ ପ୍ରତ୍ୟେକ କୋଠରୀରେ ଝରକା ଲଗାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜଣେ ପୌରାଣିକ ବାନର
ଉଦାହରଣ :
ରାମଙ୍କ ସେନାରେ ଗବାକ୍ଷ ଜଣେ ସେନାପତି ଥିଲେ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical being