ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ସଂସ୍ଥା ବା ମଣ୍ଡଳୀ ଆଦି ତିଆରି କରିବା କାର୍ଯ୍ୟ
ଉଦାହରଣ : ବିଦେଶୀ ଶାସନ ସମୟରେ ଭାରତକୁ ସ୍ୱାଧୀନ କରାଇବାପାଇଁ ଅନେକ କ୍ରାନ୍ତିକାରୀ ସଂଘର ସଂସ୍ଥାପନା କରାଯାଇଥିଲା
ସମକକ୍ଷ : ଅଧିସ୍ଥାପନା, ନିର୍ମାଣ, ସଂସ୍ଥାପନା, ସ୍ଥାପନା
ଅନ୍ୟ ଭାଷାରେ ଅନୁବାଦ :हिन्दी
संस्था या मंडली आदि बनाने का कार्य।
ଅର୍ଥ : ତିଆରି ବା ତିଆରି କରିବା ଭାବ ବା ଢଙ୍ଗ
ଉଦାହରଣ : ତାର ଶରୀରର ସଂରଚନା ସୁଗଠିତ
ସମକକ୍ଷ : ଗଢ଼୍ଣ, ରୂପ, ସଂରଚନା
बनने या बनाने का भाव या ढंग।
ଅର୍ଥ : ଗଢ଼ିବାର କାମ
ଉଦାହରଣ : ଅନେକ ମୂର୍ତ୍ତି ନିର୍ମାଣ ହୋଇଛି
ସମକକ୍ଷ : ନିର୍ମାଣ
गढ़ने का काम।
ଅର୍ଥ : ଲୋକ ବା ବସ୍ତୁମାନଙ୍କର ବ୍ୟବସ୍ଥା ବା କ୍ରମ ଯାହା ଗୋଟିଏ ଏକକ ରୂପରେ ଅଛି
ଉଦାହରଣ : ସୁରକ୍ଷାତ୍ମକ ବିନ୍ୟାସର ଭେଦ ପାଇବା ସହଜ ନୁହେଁ
ସମକକ୍ଷ : ନିର୍ମାଣ, ପ୍ରଣୟନ, ବିନ୍ୟାସ, ରଚନା
ଅନ୍ୟ ଭାଷାରେ ଅନୁବାଦ :हिन्दी English
लोगों या वस्तुओं की व्यवस्था या क्रम जो एक इकाई के रूप में हो।
An arrangement of people or things acting as a unit.
ସଂସ୍ଥାପନ କରନ୍ତୁ