ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଗଜଗମନା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଗଜଗମନା   ବିଶେଷ୍ୟ

ଅର୍ଥ : ହାତୀ ଭଳି ଧୀର ଗତିରେ ଚାଲୁଥିବା ସ୍ତ୍ରୀ

ଉଦାହରଣ : ନାଟକ ଆରମ୍ଭରେ ହିଁ ମଞ୍ଚ ଉପରେ କେତେକ ଗଜଗମନୀ ଦେଖିବାକୁ ମିଳିଲେ

ସମକକ୍ଷ : ଗଜଗମନୀ


ଅନ୍ୟ ଭାଷାରେ ଅନୁବାଦ :

हाथी के समान मंद गति से चलनेवाली महिला।

नाटक के आरम्भ में ही मंच पर कई गजगामिनियाँ दिखाई पड़ी।
गज गौना, गजगामिनी, गजगौनी