ଅର୍ଥ : ମଇଁଷି ଭଳି ମୋଟା ଚମଡାଧାରୀ ଏକ ଜଙ୍ଗଲି ପଶୁ
ଉଦାହରଣ :
ଗଣ୍ଡାର ନାକ ଉପରେ ଶିଙ୍ଗ ଦେଖାଯାଏ
ସମକକ୍ଷ : ଗଣ୍ଡା
ଅନ୍ୟ ଭାଷାରେ ଅନୁବାଦ :
Massive powerful herbivorous odd-toed ungulate of southeast Asia and Africa having very thick skin and one or two horns on the snout.
rhino, rhinoceros