ଅର୍ଥ : ଆଙ୍ଗୁଠିରେ ଛୁଇଁ ଉପଲବ୍ଧି କରୁଥିବା ପ୍ରକ୍ରିୟା
ଉଦାହରଣ :
ଚକୋଲେଟ୍ ପାଇବା ଲାଳସାରେ ପିଲାଙ୍କର ପକେଟ୍ ଦରାଣ୍ଡିବା ଉଚିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଲୁଚା ହୋଇଥିବା କିମ୍ବା ହଜିଥିବା ଜିନିଷକୁ ଖୋଜିବାର କ୍ରିୟା ବା ଭାବ
ଉଦାହରଣ :
ପୋଲିସ ହତ୍ୟାକାରୀକୁ ଖୋଜୁଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଦେଖି କୌଣସି ବ୍ୟକ୍ତି, ବସ୍ତୁ, ସ୍ଥାନ ଇତ୍ୟାଦିକୁ ଖୋଜିବା
ଉଦାହରଣ :
ପୋଲିସ ହତ୍ୟାକାରୀକୁ ଖୋଜୁଛି ସବୁ ଦୋକାନଗୁଡ଼ିକୁ ଖୋଜିଲାପରେ ବି ହେଙ୍ଗୁକେଉଁଠି ମିଳିଲା ନାହିଁ
ସମକକ୍ଷ : ପତା ଲଗାଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଜାଣିବାପାଇଁ ଆଙ୍ଗୁଳିଦ୍ୱାରା ଛୁଇଁବା ବା ଦବାଇବା
ଉଦାହରଣ :
ଶ୍ୟାମ ତା ବାପାଙ୍କ ପକେଟ୍ ଅଣ୍ଡାଳୁଛି
ଅନ୍ୟ ଭାଷାରେ ଅନୁବାଦ :