ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖୁଣ୍ଟାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖୁଣ୍ଟାଇବା   କ୍ରିୟାପଦ

ଅର୍ଥ : ଖୁଣ୍ଟିବାପାଇଁ ପ୍ରବୃତ୍ତ କରିବା

ଉଦାହରଣ : ପକ୍ଷୀଟି ତା ଛୁଆଙ୍କୁ ଦାନା ଖୁଣ୍ଟାଉଛି


ଅନ୍ୟ ଭାଷାରେ ଅନୁବାଦ :

चुगने में प्रवृत्त करना।

चिड़िया अपने बच्चों को चारा चुगा रही है।
चुगाना