ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପବନ ତଥା ଆଲୋକ ଆସିବାପାଇଁ ଘର ,ଗାଡ଼ି ଜାହାଜଆଦିର କାନ୍ଥରେ ବା ଛାତ ଉପରେ ତିଆରି କରାଯାଇଥିବା ଖୋଲା ଅଂଶ ଯାହାକୁ ଖୋଲିବା ବା ବନ୍ଦ କରିବା ନିମନ୍ତେ ପ୍ରାୟ କାଚଆଦି ଲଗାଯାଇଥିବା କାଠ ବା ଧାତୁରେ ନିର୍ମିତ ସଂରଚନା ଥାଏ
ଉଦାହରଣ : ଏହି କୋଠରୀରେ ଗୋଟିଏ ମାତ୍ର ଝରକା ଅଛି
ସମକକ୍ଷ : ଝରକା
ଅନ୍ୟ ଭାଷାରେ ଅନୁବାଦ :हिन्दी
हवा तथा प्रकाश आने के लिए घर, गाड़ी, जहाज आदि की दीवारों या छतों पर बनाया गया खुला भाग जिसे खोलने या बंद करने के लिए प्रायः काँच आदि लगी लकड़ी या धातु की बनी संरचना होती है।
ସଂସ୍ଥାପନ କରନ୍ତୁ