ଅର୍ଥ : ଏକ ପ୍ରକାର ଭିଟାମିନ ବି
ଉଦାହରଣ :
ଭିଟାମିନ ବି୬ ଅଭାବରେ ସ୍ନାୟୁ ବିକୃତ ହୋଇଯାଏ
ସମକକ୍ଷ : ଖାଦ୍ୟପ୍ରାଣ ବି୬, ଭିଟାମିନ ବି୬
ଅନ୍ୟ ଭାଷାରେ ଅନୁବାଦ :
एक प्रकार का विटामिन बी।
विटामिन बी6 की कमी से तंत्रिका विकृत हो जाती है।A B vitamin that is essential for metabolism of amino acids and starch.
adermin, pyridoxal, pyridoxamine, pyridoxine, vitamin b6