ଅର୍ଥ : ଖାଦ୍ୟଶସ୍ୟ ବିକ୍ରି କରୁଥିବା ବେପାରୀ
ଉଦାହରଣ :
ସେ ଖାଦ୍ୟଶସ୍ୟ ବିକ୍ରେତା ଦୋକାନରୁ ଚାଉଳ କିଣିଲେ
ସମକକ୍ଷ : ବେପାରୀ
ଅନ୍ୟ ଭାଷାରେ ଅନୁବାଦ :
वह व्यापारी जो अनाज बेचता हो।
उसने अनाज विक्रेता की दुकान से चावल खरीदा।A merchant who deals in food grains.
grain merchant