ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଖାଦ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଖାଦ୍ୟ   ବିଶେଷ୍ୟ

ଅର୍ଥ : ତେଲ ବା ଘିଅରେ ତିଆରି ହୋଇଥିବା ଖାଦ୍ୟ

ଉଦାହରଣ : ପର୍ବପର୍ବାଣିରେ ମାଲପୁଆ, ପୁରୀ ଆଦି ନାନା ରକମର ଖାଦ୍ୟ ତିଆରି କରାଯାଏ

ସମକକ୍ଷ : ପାକ୍‌, ବ୍ୟଞ୍ଜନ, ରୋଷେଇ


ଅନ୍ୟ ଭାଷାରେ ଅନୁବାଦ :

तेल या घी में पकाया हुआ खाद्य।

त्योहारों में मालपुआ, पूरी आदि तरह-तरह के पकवान बनते हैं।
तीवन, पकवान, पक्का खाना, पक्की रसोई, पक्की-रसोई, पक्वान, ब्यंजन, व्यंजन, संपन्न, सम्पन्न

A particular item of prepared food.

She prepared a special dish for dinner.
dish

ଅର୍ଥ : ଜୀବିକା-ନିର୍ବାହର ଏପରି ସାଧନ ଯେଉଁଥିରେ ନିଜର ଏବଂ ନିଜ ପରିବାରର ଭରଣ ପୋଷଣ ହୋଇଥାଏ

ଉଦାହରଣ : ଖାଦ୍ୟ ପାଇଁ ଲୋକେ ଗାଁ ଛାଡିକରି ସହର ଯାଉଛନ୍ତି

ସମକକ୍ଷ : ଅନ୍ନ


ଅନ୍ୟ ଭାଷାରେ ଅନୁବାଦ :

जीविका-निर्वाह का ऐसा साधन जिससे अपना और अपने परिवार का पेट पाला जाता हो।

रोटी की तलाश में लोग गाँव छोड़कर शहर जा रहे हैं।
रोटी

ଅର୍ଥ : ଭାତ, ରୁଟିଆଦି ସହିତ ଖିଆଯାଉଥିବା ପଦାର୍ଥ

ଉଦାହରଣ : ପର୍ବପର୍ବାଣୀରେ ଭିନ୍ନ ଭିନ୍ନ ପ୍ରକାର ବ୍ୟଞ୍ଜନ ତିଆରି ହୁଏ

ସମକକ୍ଷ : ଆହାର, ବ୍ୟଞ୍ଜନ


ଅନ୍ୟ ଭାଷାରେ ଅନୁବାଦ :

चावल, रोटी आदि के साथ खाये जाने वाले पदार्थ।

त्योहारों में तरह-तरह के व्यंजन बनाए जाते हैं।
आहार व्यंजन, ब्यंजन, व्यंजन, संपन्न, सम्पन्न

A particular item of prepared food.

She prepared a special dish for dinner.
dish

ଅର୍ଥ : ଖାଇବା କିମ୍ବା ପିଇବା କାମରେ ବ୍ୟବହୃତ ବସ୍ତୁ ଯେଉଁଥିରୁ ଶରୀରକୁ ଶକ୍ତି ମିଳେ ଏବଂ ଶାରୀରିକ ବିକାଶ ଘଟେ

ଉଦାହରଣ : ଗାଁ ଅପେକ୍ଷା ସହରରେ ଖାଦ୍ୟବସ୍ତୁର ମୂଲ୍ୟ ଖୁବ୍‌ ବେଶି

ସମକକ୍ଷ : ଅନ୍ନ, ଅର୍କ, ଆହାର, ଆହାର ପଦାର୍ଥ, ଖାଦ୍ୟପଦାର୍ଥ, ଖାଦ୍ୟବସ୍ତୁ, ଭୋଜ୍ୟ ପଦାର୍ଥ


ଅନ୍ୟ ଭାଷାରେ ଅନୁବାଦ :

खाने (या पीने) के काम आने वाली वस्तु जिससे शरीर को ऊर्जा मिले और शारीरिक विकास हो।

गाँव की अपेक्षा शहरों में खाद्य वस्तुएँ बहुत महँगी हैं।
अन्न, अर्क, आहर, आहार, आहार पदार्थ, इरा, खाद्य, खाद्य पदार्थ, खाद्य वस्तु, खाद्य सामग्री, खाद्य-सामग्री, खाद्यपदार्थ, खाद्यवस्तु, खाना, तआम, फूड, भोज्य पदार्थ, रसद

ଅର୍ଥ : ପଶୁପକ୍ଷୀମାନଙ୍କୁ ଦିଆଯାଉଥିବା ଖାଦ୍ୟ ବସ୍ତୁ

ଉଦାହରଣ : ସେ କୁକୁଡ଼ାମାନଙ୍କୁ ଖାଦ୍ୟ ଦେଉଛନ୍ତି କୃଷକ ବଳଦମାନଙ୍କପାଇଁ ଚାରା ଆଣିବାପାଇଁ ଗଲେ

ସମକକ୍ଷ : ଚାରା


ଅନ୍ୟ ଭାଷାରେ ଅନୁବାଦ :

पशु-पक्षियों को दी जाने वाली खाद्य वस्तु।

वह मुर्गी को चारा डाल रहा है।
किसान बैलों के लिए चारा लाने गया है।
चारा

Food for domestic livestock.

feed, provender

ଅର୍ଥ : ଦିନରେ ପ୍ରାୟତଃ ଦୁଇଥର ନିର୍ଦିଷ୍ଟ ସମୟରେ ନିଆଯାଉଥିବା ପୂର୍ଣ୍ଣାହାର

ଉଦାହରଣ : ସେ ଠାକୁରଙ୍କୁ ଭୋଗ ଲଗାଇବାପରେ ଭୋଜନ ଗ୍ରହଣ କରନ୍ତି ଖାଦ୍ୟ ପ୍ରସ୍ତୁତ

ସମକକ୍ଷ : ଆହାର, ଖାନା, ଭୋଜନ


ଅନ୍ୟ ଭାଷାରେ ଅନୁବାଦ :

दिन में प्रायः दो बार नियत समय पर लिया जाने वाला संपूर्ण आहार।

माँ भोजन तैयार करके पिताजी का इंतजार कर रही हैं।
वह ठाकुर जी को भोग लगाने के बाद भोजन ग्रहण करता है।
रसोई तैयार है।
अन्न, अशन, असन, आहर, आहार, खाना, जेवन, ज्योनार, डाइट, भोजन, रसोई, रोटी

The food served and eaten at one time.

meal, repast

ଖାଦ୍ୟ   ବିଶେଷଣ

ଅର୍ଥ : ଯାହା ଖାଇବା ଯୋଗ୍ୟ

ଉଦାହରଣ : ଖାଇବା ଫଳକୁ ଧୋଇଲାପରେ ହିଁ ଉପଯୋଗ କରାଯିବା ଉଚିତ

ସମକକ୍ଷ : ଆହାର, ଖାଇବା, ଭକ୍ଷ, ଭୋଜ୍ୟ


ଅନ୍ୟ ଭାଷାରେ ଅନୁବାଦ :

जो खाने योग्य हो।

खाद्य फलों को धोकर ही उपयोग में लाना चाहिए।
अशनीय, आहार्य, आहार्य्य, खाद्य, ग्राह्य, भक्ष्य, भोज्य

Suitable for use as food.

comestible, eatable, edible