ଅର୍ଥ : ଖରାରେ ଏକ ପ୍ରକାର ବସିବା ବା ଶୋଇବା କ୍ରିୟା ଯାହା ଦ୍ୱାରା ପୂରା ଶରୀର ଉପରେ ତାର ପ୍ରଭାବପଡ଼େ
ଉଦାହରଣ :
ସେ ଶୀତ ଦିନରେ ସକାଳୁସକାଳୁ ଖରା ପୋଇଁ ହୁଏ
ସମକକ୍ଷ : ଖରା ପୁଆଁଇବା, ଖରା ପୁଇଁବା, ସୂର୍ଯ୍ୟସ୍ନାନ
ଅନ୍ୟ ଭାଷାରେ ଅନୁବାଦ :
Immersing the body in sunlight.
sun bathing