ଅର୍ଥ : ଯୌବନ କହୁଥିବା ସମାଚାର
ଉଦାହରଣ :
ମୁ ଆପଣଙ୍କୁ ଡାକିବାପାଇଁ ରାମ ହାତରେ ଖବର ପଠେଇଥିଲି
ଅନ୍ୟ ଭାଷାରେ ଅନୁବାଦ :
A communication (usually brief) that is written or spoken or signaled.
He sent a three-word message.ଅର୍ଥ : କାହାରିକୁ ଦିଆଯାଉଥିବା କୌଣସି ଘଟଣାର ସୂଚନା
ଉଦାହରଣ :
ସମ୍ବାଦଦାତା ପ୍ରେସ୍କୁ ରିପୋର୍ଟ ପଠାଇଲେ ସେ ଥାନାରେ ରିପୋର୍ଟ ଲେଖାଇବାକୁ ଯାଇଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ଉଦ୍ଦେଶ୍ୟରେ କଥିତ, ଲିଖିତ, ବା ସାଂକେତିକ ମହତ୍ୱପୂର୍ଣ୍ଣ କଥା
ଉଦାହରଣ :
ନିଜ ଭାଇର ବାହାଘର ଖବରପାଇ ତା’ର ଖୁସିର ସୀମା ରହିଲାନି
ଅନ୍ୟ ଭାଷାରେ ଅନୁବାଦ :
A communication (usually brief) that is written or spoken or signaled.
He sent a three-word message.ଅର୍ଥ : ହାଲ୍ଚାଲ୍
ଉଦାହରଣ :
ବିଲାତ ଯିବା ପରେ ମନୋଜ କେବେ ବି ନିଜ ଗାଁଉଲୀ ମାଆବାପାଙ୍କ ଖବର ବୁଝିଲା ନାହିଁ
ସମକକ୍ଷ : ସଂବାଦ
ଅନ୍ୟ ଭାଷାରେ ଅନୁବାଦ :
Paying particular notice (as to children or helpless people).
His attentiveness to her wishes.