ଅର୍ଥ : ଖଣିରୁ ଖୋଳି ବାହାର କରାଯାଉଥିବା ବସ୍ତୁ
ଉଦାହରଣ :
କୋଇଲା ଏକ ଖଣିଜ ପଦାର୍ଥ
ଅନ୍ୟ ଭାଷାରେ ଅନୁବାଦ :
Solid homogeneous inorganic substances occurring in nature having a definite chemical composition.
mineralଅର୍ଥ : ଯେଉଁ ପ୍ରାକୃତିକ କଠିନ ସଜାତୀୟ ଅଣକାର୍ବନ୍ ପଦାର୍ଥ ଏକ ନିଶ୍ଚିତ ରାସାୟନିକ ସମିଶ୍ରଣର ରୂପରେ ମିଳେ
ଉଦାହରଣ :
ଖଣିଜ ପଦାର୍ଥରୁ ବିଭିନ୍ନ ପ୍ରକାରର ରାସାୟନିକ ପଦାର୍ଥର ନିର୍ମାଣ ହୁଏ
ଅନ୍ୟ ଭାଷାରେ ଅନୁବାଦ :
वे प्राकृतिक ठोस सजातीय अकार्बनिक पदार्थ जो एक निश्चित रासायनिक सम्मिश्रण के रूप में पाए जाते हैं।
खनिज से विभिन्न प्रकार के रासायनिक पदार्थों का निर्माण होता है।Solid homogeneous inorganic substances occurring in nature having a definite chemical composition.
mineral