ଅର୍ଥ : ଜମି-ବାଡ଼ି ଭୂମିଆଦିରେ ଲାଗୁଥିବା କର
ଉଦାହରଣ :
ଜମିଦାରୀ ଯୁଗରେ ଖଜଣା ଦେଇ ନପାରିଲେ ଜମିଦାର କୃଷକମାନଙ୍କର ଜମି ଦଖଲ କରିନେଉଥିଲେ
ଅନ୍ୟ ଭାଷାରେ ଅନୁବାଦ :
Charge against a citizen's person or property or activity for the support of government.
revenue enhancement, tax, taxationଅର୍ଥ : ପ୍ରତି ବର୍ଷ ଦିଆଯାଉଥିବା କୌଣସି ଶୁଳ୍କ ବା କର
ଉଦାହରଣ :
ମୋତେ କୋଡ଼ିଏ ହଜାର ଟଙ୍କା ବାର୍ଷିକ କର ଦେବାକୁ ପଡ଼େ
ସମକକ୍ଷ : ବାର୍ଷିକ କର, ସାଲିଆନା, ସାଲିୟାନା
ଅନ୍ୟ ଭାଷାରେ ଅନୁବାଦ :
प्रति वर्ष दिया जाने वाला कोई शुल्क या कर।
मुझे बीस हज़ार सालिया भरना पड़ता है।Charge against a citizen's person or property or activity for the support of government.
revenue enhancement, tax, taxationଅର୍ଥ : ଯେଉଁ ଖଜଣା ପ୍ରତି ଗଛ ହିସାବରେ ଦେବାକୁ ପଡ଼େ
ଉଦାହରଣ :
ଜଣେ କର୍ମଚାରୀ କୃଷକମାନଙ୍କଠାରୁ ଖଜଣା ଆଦାୟ କରୁଛି
ସମକକ୍ଷ : କର
ଅନ୍ୟ ଭାଷାରେ ଅନୁବାଦ :
Charge against a citizen's person or property or activity for the support of government.
revenue enhancement, tax, taxation