ଅର୍ଥ : କ୍ୟାରମ ଖେଳିବାଲାଗି ପ୍ରସ୍ତୁତ ଗୋଟିଏ ବର୍ଗାକାର ବୋର୍ଡ଼୍ ଯେଉଁଥିରେ ଚାରିକୋଣରେ ଛିଦ୍ର ଥାଏ
ଉଦାହରଣ :
କ୍ୟାରମ ବୋର୍ଡ଼୍ର ଚଟାଣ ବହୁତ ଚିକ୍କଣ ହେବା ଉଚ୍ଚିତ ଫଳରେ ଗୋଟି ସବୁ ଏହା ଉପରେ ଭଲରେ ଖସି ଯିବେ
ଅନ୍ୟ ଭାଷାରେ ଅନୁବାଦ :
कैरम का खेल खेलने के लिए बना एक वर्गाकार बोर्ड जिसके चारों कोनों में छेद होता है।
कैरम बोर्ड की सतह बहुत चिकनी होनी चाहिए ताकि गोटियाँ उस पर आसानी से फिसल सकें।