ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରିୟାପଦ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରିୟାପଦ   ବିଶେଷ୍ୟ

ଅର୍ଥ : ବ୍ୟାକରଣର ଏଭଳି ଶବ୍ଦ ଯାହାଦ୍ୱାରା କୌଣସି କାର୍ଯ୍ୟହେବା ବା କରାଯିବା ବିଷୟ ସୂଚିତ ହୋଇଥାଏ

ଉଦାହରଣ : ଏହି ଅଧ୍ୟାୟରେ କ୍ରିୟା ଉପରେ ଆଲୋକପାତ କରାଯାଇଛି

ସମକକ୍ଷ : କ୍ରିୟା


ଅନ୍ୟ ଭାଷାରେ ଅନୁବାଦ :

व्याकरण में वह शब्द जिससे किसी व्यापार का होना या किया जाना सूचित होता है।

इस अध्याय में क्रिया के ऊपर प्रकाश डाला गया है।
काम वाले शब्द, क्रिया, क्रियापद