ଅର୍ଥ : ଯେଉଁ ଦସ୍ତାବିଜରେ କୌଣସି ଅପରାଧୀର ଅପରାଧ ସମ୍ବନ୍ଧୀୟ ବିବରଣୀ ଥାଏ
ଉଦାହରଣ :
ବଡ଼ ଅଧିକାରୀ ଏବେ ଧରାପଡ଼ିଥିବା ଅପରାଧୀର କ୍ରିମିନାଲ ରେକର୍ଡ଼ ନିରୀକ୍ଷଣ କରୁଛନ୍ତି
ସମକକ୍ଷ : ଅପରାଧଗତ ଦସ୍ତାବିଜ
ଅନ୍ୟ ଭାଷାରେ ଅନୁବାଦ :
* वह दस्तावेज जिसमें किसी अपराधी के अपराधों की सूची हो।
बड़े अधिकारी हाल ही में पकड़े गए अपराधी के आपराधिक दस्तावेज का निरीक्षण कर रहे हैं।A list of crimes for which an accused person has been previously convicted.
He ruled that the criminal record of the defendant could not be disclosed to the court.