ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ କ୍ରିଜ ଶବ୍ଦର ଅର୍ଥ ଏବଂ ଉଦାହରଣ ।

କ୍ରିଜ   ବିଶେଷ୍ୟ

ଅର୍ଥ : କ୍ରିକେଟ ପଡିଆରେ ବ୍ୟାଟସମ୍ୟାନ୍ ଓ ବୋଲର୍ ମଧ୍ୟରେଥିବା ସୂଚିତ ସ୍ଥାନ ଯେଉଁଠାରେ ଠିଆହୋଇ ବ୍ୟାଟିଙ୍ଗ କରାଯାଇଥାଏ

ଉଦାହରଣ : ସେହୱାଗ୍ କ୍ରିଜରେ ଅଛନ୍ତିତ ଆମର ଜିତିବା ସୁନିଶ୍ଚିତ

ସମକକ୍ଷ : କ୍ରିସ୍


ଅନ୍ୟ ଭାଷାରେ ଅନୁବାଦ :

क्रिकेट की धावपट्टी या पिच पर खींची गई लकीरों में से कोई एक जो कि गेंदबाज़ी करते समय गेंदबाज़ की तथा बल्लेबाज़ी करते समय बल्लेबाज़ की स्थिति बताती है।

सेहवाग क्रीज पर हैं तो हमारी जीत पक्की है।
क्रीज, क्रीज़, क्रीस